HeaderTop

ଆସୁଛି କଡ଼ା ଆଇନ୍: ରେପ୍‌ କଲେ ନପୁଂସକ କରି ଦିଆଯିବ

ନୂଆଦିଲ୍ଲୀ: ସାବଧାନ ଦୁଷ୍କର୍ମକାରୀ। ଏଣିକି ରେପ୍‌ ଭଳି ଜଘନ୍ୟ ଅପରାଧ ଘଟାଇଲେ ପରିଣାମ ସୂରୁପ ଭୟଙ୍କର ଦଶା ଭୋଗିବାକୁ ପଡ଼ିବ। ଦୁଷ୍କର୍ମ କଲେ ନପୁଂସକ କରି ଦିଆଯିବ। ଏମିତି କିଛି ପଦକ୍ଷେପ ନେବାକୁ ଯାଉଛନ୍ତି ପେରୁ ସରକାର। ନାବାଳିକା ଦୁଷ୍କର୍ମକାରୀ ଏଭଳି କଠୋର ଦଣ୍ଡରେ ଦଣ୍ଡିତ ହେବେ।…

ସ୍କୁଲ ବସ୍‌ ଉପରେ ପଡ଼ିଲା ୨.୩୩ ଲକ୍ଷ ଫାଇନ୍

ଭୁବନେଶ୍ୱର: ଫିଟନେସ୍‌ ଯାଞ୍ଚ ବେଳେ ଏକ ସ୍କୁଲ ବସ୍‌ ଉପରେ ପଡ଼ିଛି ୨ ଲକ୍ଷ ୩୩ ହଜାର ଫାଇନ୍ ।  ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏକ ବସ୍‌ ଉପରେ ଏହି ଫାଇନ୍‌ ଲାଗୁ କରିବା ସହ ବସ୍‌ଟିକୁ ଜବତ କରାଯାଇଛି। ବସ୍‌ ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି ।…

ମଦ ନିଶା ଆଗରେ ହାରିଗଲା ମା’ର ମମତା, କୁରାଢ଼ିରେ ହାଣିଲା ପୁଅ

ବାରିପଦା(ଓଡ଼ିଶା ରିପୋର୍ଟର): ମଦ ନିଶା ଆଗରେ ହାରିଗଲା ମା’ର ମମତା। ଯିଏ ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା, ଶେଷରେ ମଦ ନିଶାରେ ଚୁର ହୋଇ ତାକୁ ହିଁ କୁରାଢ଼ିରେ ହାଣି ଦେଲା ପୁଅ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚାକୁଳିଆ ଗାଁରେ। ମୃତ…

‘ମୁଁ କେବଳ କଟକ ମେୟର, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲି’

କଟକ(ଓଡ଼ିଶା ରିପୋର୍ଟର): ସିଲିଭର ସିଟି କଟକ ମେୟର ଆସନରେ ବସିବାର ପ୍ରାୟ ୧୫ ଦିନ ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିଛନ୍ତି ସୁବାସ ସିଂହ । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା…

ଦିଲ୍ଲୀ ବେଆଇନ୍‌ ଉଚ୍ଛେଦ ମାମଲା: ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ, ଦୁଇ ସପ୍ତାହ ପରେ ଶୁଣାଣି

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ହିଂସାକାଣ୍ଡ ପରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହେଉଥିବା ତରବରିଆ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ସମସ୍ତ ବେଆଇନ୍‌ ଭଙ୍ଗା ଘଟଣାକୁ ଗୁରୁତର ସହ ଅନୁଧ୍ୟାନ କରାଯାଯିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସର୍ବୋଚ୍ଚ…

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ

କଟକ(ଓଡ଼ିଶା ରିପୋର୍ଟର):ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗର ବିସ୍ତୃତ ତଥ୍ୟ ହାଇକୋର୍ଟରେ ରଖି ପାରିଲେନି ରାଜ୍ୟ ସରକାର ଓ ଏଏସଆଇ। ଏଥିନିମନ୍ତେ ଆଜି ଆଫିଡେଭିଟ ଦାଖଲ କରି ବିସ୍ତୃତ ତଥ୍ୟ ରଖିବା ପାଇଁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ…

ସ୍କୁଲ ବହି କବାଡ଼ିଆକୁ ବିକିବା ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ

କୋଇଡ଼ା (ସୁନିଲ ପଣ୍ଡା): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ୟୁପି ସ୍କୁଲରେ ପିଲାଙ୍କ ବହି କବାଡ଼ିଆଙ୍କୁ ବିକ୍ରି କରିବା ଅଭିଯୋଗରେ ପ୍ରଧାନଶିକ୍ଷକ ଛନ୍ଦା ଚରଣ ସିଂହ ନିଲମ୍ବିତ ହୋଇଛନ୍ତି। ପ୍ରଧାନଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ମହମ୍ମଦ ସକିଉଲ ରେହେମାନ…

ବନ୍ଦର ସହର ମାରିୟୁପୋଲ ଏବେ ସ୍ୱାଧୀନ: ପୁଟିନ୍‌

କିଭ୍‌: ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲକୁ ନିଜ ଦଖଲକୁ ନେଇଛି ରୁଷ। ଏ ସମ୍ପର୍କରେ ଆକ୍ରମଣକାରୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଔପଚାରିକ ଭାବେ ଘୋଷଣା କରିଛନ୍ତି। ରୁଷର  ବୈଦେଶିକ ମନ୍ତ୍ରୀ ସର୍ଗେଇ ସୋହିଗୁ ପୁଟିନଙ୍କୁ ଜଣାଇଥିଲେ। ତେବେ…