HeaderTop
Browsing Category

ଖବର

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ

କଟକ(ଓଡ଼ିଶା ରିପୋର୍ଟର):ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗର ବିସ୍ତୃତ ତଥ୍ୟ ହାଇକୋର୍ଟରେ ରଖି ପାରିଲେନି ରାଜ୍ୟ ସରକାର ଓ ଏଏସଆଇ। ଏଥିନିମନ୍ତେ ଆଜି ଆଫିଡେଭିଟ ଦାଖଲ କରି ବିସ୍ତୃତ ତଥ୍ୟ ରଖିବା ପାଇଁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ…

ସ୍କୁଲ ବହି କବାଡ଼ିଆକୁ ବିକିବା ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ

କୋଇଡ଼ା (ସୁନିଲ ପଣ୍ଡା): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ୟୁପି ସ୍କୁଲରେ ପିଲାଙ୍କ ବହି କବାଡ଼ିଆଙ୍କୁ ବିକ୍ରି କରିବା ଅଭିଯୋଗରେ ପ୍ରଧାନଶିକ୍ଷକ ଛନ୍ଦା ଚରଣ ସିଂହ ନିଲମ୍ବିତ ହୋଇଛନ୍ତି। ପ୍ରଧାନଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ମହମ୍ମଦ ସକିଉଲ ରେହେମାନ…

ବନ୍ଦର ସହର ମାରିୟୁପୋଲ ଏବେ ସ୍ୱାଧୀନ: ପୁଟିନ୍‌

କିଭ୍‌: ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲକୁ ନିଜ ଦଖଲକୁ ନେଇଛି ରୁଷ। ଏ ସମ୍ପର୍କରେ ଆକ୍ରମଣକାରୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଔପଚାରିକ ଭାବେ ଘୋଷଣା କରିଛନ୍ତି। ରୁଷର  ବୈଦେଶିକ ମନ୍ତ୍ରୀ ସର୍ଗେଇ ସୋହିଗୁ ପୁଟିନଙ୍କୁ ଜଣାଇଥିଲେ। ତେବେ…